ଆଜି ଆମେ Bidyarana odia movie ର release date,cast,budget ଆଉ story ବିଷୟ ରେ ଏଇ ଛୋଟିଆ ଲେଖା ରେ ଜାଣିବାକୁ ପାଇବା,
Bidyarana odia movie
ଓଡ଼ିଆ ସିନେମା Bidyarana odia movie ର release date,cast,budget ଆଉ story ବିଷୟରେ ଜାଣିବାକୁ ହେଲେ ଏହି ନିୟୁଜ କୋ ଶେଷ ଯାଏଁ ପଢନ୍ତୁ,ସୁପରଷ୍ଟାର ବାବୁସାନ ମହାନ୍ତି ଙ୍କ ନୂଆ ସିନେମା ଦଶହରା ଅତି ଶୀଘ୍ର ସିନେମା ଘରେ ଲାଗିବାକୁ ଯାଉଛି,ଏହି ସିନେମା ରେ ପ୍ରଥମ ଥର ବାବୁସାନ ଙ୍କର six-pack ଦେଖିବାକୁ ମିଳିବ,
ଏହି ସିନେମାରେ ବାବୁସାନ ଙ୍କର ଗୋଟିଏ ନୂଆ ଲୁକ ଦେଖିବାକୁ ମିଳିବ କାରଣ ଦୀର୍ଘ 2 ବର୍ଷ ଧରି ବାବୁସାନ ବହୁତ ମେହେନତ କରି ନିଜେ ନିଜକୁ ଗୋଟିଏ ନୂଆ ଲୁକ ଦେଇଛନ୍ତି ଆଉ ରୋମାଣ୍ଟିକ ହେରା ରୁ ଆକ୍ସନ ହିରୋ ସାଜିଛନ୍ତି ,ଦର୍ଶକ ତାଙ୍କ ନୂଆ ଲୁକ ସହିତ ପ୍ରଥମ ଥର Bidyarana odia movie ଦେଖିବେ,
Bidyarana odia movie release date
ଏଇ ସିନେମା ଦଶହରା ରେ ଆସିବା ମାନେ Bidyarana odia movie release date ହେଉଛି 10-June-2022 ରେ କାରଣ କିଛି ଶୁଟିଙ୍ଗ ଏ ପର୍ଯନ୍ତ ବାକି ଅଛି ସେଥିପାଇଁ ଏଆର ତାରିଖ ଆଗକୁ ନିଆଗଲା,ସିନେମା ଘର ରେ ସିନେମା ରିଲିଜ ହୋଇ ପାରୁନି ଏବେ ସେଥିପାଇଁ ୟେ ସୁପରହିଟ ଚଳଚିତ୍ର କୁ ଆରାମ ରେ ସିନେମା ଘରେ ରିଲିଜ କରାହେବ,
Bidyarana odia movie cast
- ବାବୁସାନ ମହାନ୍ତି
- ଶିବାନୀ
- ପିୟୁଷ
- ପିଣ୍ଟୁ
- ରାଣୀ
- ଲୋଭେଲ୍ୟ
- କୁନା
Bidyarana odia movie budget
ଓଡ଼ିଆ ସିନେମା କେବଳ 75 ସିନେମା ଘରେ ରିଲିଜ ହୁଏ ସେଥିପାଇଁ କୋୖଭି ପ୍ରଡୁସର ଓଡ଼ିଆ ସିନେମା ରେ ବେଶୀ ଟଙ୍କା ଖର୍ଚ କରିବାକୁ ଚାହାନ୍ତି ନି,ସୂତ୍ର ଅନୁସାରେ Bidyarana movie budget କେବଳ 2 କୋଟି ଟଙ୍କା ଜଉଟା ଗୋଟିଏ ଓଡ଼ିଆ ସିନେମା ପାଇଁ ବହୁତ ବଡ କଥା ଏଥର ଦେଖିବା ଏହି ସିନେମା କଲେକ୍ସନ କେତେ କରୁଛି ,
Bidyarana movie story
କଣ ଆପଣ ସିନେମା ନ ଦେଖିବା ଆଗରୁ Bidyarana movie story ଜାଣିବାକୁ ଚାହୁଁଛନ୍ତି ତାହେଲେ ଆମର telegram କୁ ଜୈନ କରନ୍ତୁ ,ଆଶା କରୁଛି ଏହି ସିନେମା ବିଷୟରେ ଆପଣ ମାନେ ସବୁ ଜାଣିବାକୁ ପାଈଥିବେ ସୋ Bidyarana odia movie ର release date,cast,budget ଆଉ story ବିଷୟରେ ଜାଣି କି ଆପଣଙ୍କୁ କେମିତି ଲାଗିଲା ତଳେ କମେଣ୍ଟ ନିହାତି ଭାବରେ କରିବେ,
0 टिप्पणियाँ